ପାନୀୟ ଜଳର ବ୍ୟବସ୍ଥା ନ କରି ଅମୃତଧାରା ପ୍ରକଳ୍ପ ନିର୍ମାଣକୁ ନେଇ ଗ୍ରାମବାସୀ ଅସନ୍ତୁଷ୍ଟ କେସିଙ୍ଗା,୧୨ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କିକିଆ ପଞ୍ଚାୟତସ୍ଥିତ ଡଙ୍ଗରମୂର୍ଲି ଗ୍ରାମରେ ନବନିର୍ମିତ ଅମୃତ ଧାରାରେ ପାନୀୟଜଳର ବ୍ୟବସ୍ଥା ନ କରି ପ୍ରଥମେ ତିନି ଲକ୍ଷ ବ୍ୟୟ ଅଟକଳରେ ଅମୃତ ଧାରା ପ୍ରକଳ୍ପ ନିର୍ମାଣକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ…