ଟ୍ରମ୍ପ୍ଙ୍କ ଟାରିଫ୍ : ୬୦% ଆମେରିକୀୟ ଅସନ୍ତୁଷ୍ଟ ଓ୍ବାଶିଂଟନ୍,୨୩ା୨: ଡୋନାଲ୍ଡ ଟ୍ରମ୍ପ୍ ଦ୍ୱିତୀୟଥର ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ‘ମାଗା’(ମେକ୍ ଆମେରିକା ଗ୍ରେଟ୍ ଏଗେନ୍) ସଙ୍କଳ୍ପକୁ ଅଗ୍ରାଧିକାର ଦେଇ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଗେଇଥିଲେ। ଏହି କ୍ରମରେ ସେ ବିଭିନ୍ନ ରାଷ୍ଟ୍ର ଉପରେ ଅଧିକ…