ପୋଲିସର ଭୁଲ ପାଇଁ ଚାଲିଗଲା ଭାରତୀୟ ଛାତ୍ରୀଙ୍କ ଜୀବନ ଏବେ ପରିବାରକୁ ମିଳିବ ୨୬୨ କୋଟି ଓ୍ବାଶିଂଟନ/ନୂଆଦିଲ୍ଲୀ,୧୨।୨: ଆମେରିକାର ସିଆଟେଲ ସହର ୨୩ ବର୍ଷୀୟ ଭାରତୀୟ ଛାତ୍ରୀ ଜାହ୍ନବୀ କାଣ୍ଡୁଲାଙ୍କ ପରିବାର ସହିତ ୨୯ ନିୟୁତ ଡଲାର (ପ୍ରାୟ ୨୬୨ କୋଟି)ର ସମାଧାନ ପାଇଁ ରାଜି ହୋଇଛି, ୨୦୨୩ ମସିହାରେ ରାସ୍ତା ପାର ହେଉଥିବା ସମୟରେ ଏକ ଦ୍ରୁତଗାମୀ…