ଆମେରିକା-ଚାଇନା ମଧ୍ୟରେ ହୋଇଗଲା ବଡ ଚୁକ୍ତି, ପଛରେ ପଡିଗଲେ ଭାରତ ସମେତ ସମସ୍ତ ଦେଶ ନୂଆଦିଲ୍ଲୀ,୧୧।୬: ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଏକ ବାଣିଜ୍ୟ ଚୁକ୍ତିର ଅଂଶ ଭାବେ, ଚାଇନା ଆମେରିକାକୁ ଦୁର୍ଲଭ ପୃଥିବୀ ଖଣିଜ ପୂର୍ବରୁ ଯୋଗାଇବ ଏବଂ ଚାଇନା ଛାତ୍ରମାନଙ୍କ ପାଇଁ ଭିସା ମଞ୍ଜୁର କରିବ। ଟ୍ରୁଥ୍ ସୋସିଆଲରେ...