aludam

ଚାଲିଗଲେ କଟକର ପ୍ରସିଦ୍ଧ ଦହିବରା ବ୍ୟବସାୟୀ ରଘୁ ମଉସା, ଝୁରୁଛନ୍ତି ଲୋକେ

କଟକ,୧୬ା୮: ଚାଲିଗଲେ ରଘୁ ମଉସା। କଟକ ଦହିବରା ଆଳୁଦମ୍‌କୁ ପ୍ରସିଦ୍ଧ କରିଥିବା ଲୋକପ୍ରିୟ ଆଳୁଦମ୍‌ ଦହିବରା ବ୍ୟବସାୟୀ ରଘୁନାଥ ସାସମଲଙ୍କ ୯୧ ବର୍ଷ ବୟସରେ ପରଲୋକ ଘଟିଛି।…

6 months ago