ଚାଲିଗଲେ କଟକର ପ୍ରସିଦ୍ଧ ଦହିବରା ବ୍ୟବସାୟୀ ରଘୁ ମଉସା, ଝୁରୁଛନ୍ତି ଲୋକେ କଟକ,୧୬ା୮: ଚାଲିଗଲେ ରଘୁ ମଉସା। କଟକ ଦହିବରା ଆଳୁଦମ୍କୁ ପ୍ରସିଦ୍ଧ କରିଥିବା ଲୋକପ୍ରିୟ ଆଳୁଦମ୍ ଦହିବରା ବ୍ୟବସାୟୀ ରଘୁନାଥ ସାସମଲଙ୍କ ୯୧ ବର୍ଷ ବୟସରେ ପରଲୋକ ଘଟିଛି। କଟକ ବିଡ଼ାନାସୀ ଗୋପାଳସାହି ବାସଗୃହରେ ତାଙ୍କର ଦେହାନ୍ତ ଘଟିଛି। ସେ ବାର୍ଦ୍ଧକ୍ୟ ଜନିତ…