ଦିନକୁ କେତୋଟି ଅଲମଣ୍ଡ ଖାଇବା ଠିକ୍? ଅଧିକ ଖାଇଲେ ଶରୀରରେ ଦେଖାଯାଏ ୫ ସମସ୍ୟା, ଜାଣନ୍ତୁ…
ଡ୍ରାଏଫ୍ରୁଟ୍ସର ସେବନ ସର୍ବଦା ସ୍ବାସ୍ଥ୍ୟ ପାଇଁ ଲାଭକାରୀ। ସେଥିରୁ ଗୋଟିଏ ହେଲା ଅଲମଣ୍ଡ(ବାଦାମ)। ଏହାକୁ ଖାଇବା ଦ୍ୱାରା ଅନେକ ରୋଗରୁ ପ୍ରତିରୋଧକ ଶକ୍ତି ନିର୍ମିତ ହୋଇଥାଏ। ଏଥିରେ ଭିଟାମିନ ଇ, ଭିଟାମିନ ବି, ଆଇରନ୍, ପୋଟାସିୟମ, ଜିଙ୍କ,ମ୍ୟାଗ୍ନେିସିୟମ, କପର, ଫୋଲେଟ ଭଳି…


