ଭରଣପୋଷଣ ମାମଲାରେ ସମ୍ପତ୍ତି ପ୍ରକାଶ ନକରିବାରୁ ଅସନ୍ତୋଷ ପ୍ରକାଶ କଲେ ଓଡ଼ିଶା ହାଇକୋର୍ଟ ଭୁବନେଶ୍ୱର,୧୪।୨: ଭରଣପୋଷଣ ମାମଲାରେ ସମ୍ପତ୍ତି ପ୍ରକାଶ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ପାଳନ ନକରିବାରୁ ଓଡ଼ିଶା ହାଇକୋର୍ଟ ଦୃଢ଼ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନିକଟରେ ଏକ ମାମଲାର ଶୁଣାଣି ସମୟରେ ବିଚାରପତି ଗୌରୀଶଙ୍କର ଶତପଥୀ ଏକ ଫ୍ୟାମିଲି କୋର୍ଟ ଏହି ନିର୍ଦ୍ଦେଶାବଳୀ...