ଇତିହାସ ରଚିଲା ଜିଓ ଆଇପିଓ: ମାତ୍ର ତିନି ଦିନରେ ୧.୩୮ କୋଟିରୁ ଅଧିକ ଆବେଦନ, ୨୨ ଗୁଣରୁ ଅଧିକ ସବସ୍କ୍ରିପ୍ସନ୍
ନୂଆଦିଲ୍ଲୀ,୨୩।୧୦: ଦେଶର ସର୍ବବୃହତ୍ ଆଇପିଓ (IPO) ଜିଓ ପ୍ଲାଟଫର୍ମସ୍ ନିଜର ଐତିହାସିକ ସମାପ୍ତି ସହ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ୩୦,୨୧୩ କୋଟି ଟଙ୍କାର ଏହି ମେଗା ଆଇପିଓରେ ମାତ୍ର ତିନି ଦିନ ମଧ୍ୟରେ ୧.୩୮ କୋଟିରୁ ଅଧିକ…

