ଶହ ଶହ ମହିଳାଙ୍କୁ ବ୍ଲାକମେଲିଂ, ଗଣବଳାତ୍କାର ମାମଲା; ୩୨ ବର୍ଷ ପରେ ୬ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ପାଟନା,୨୦।୮: ଆଜମେର ବ୍ଲାକମେଲ ମାମଲାରେ କୋର୍ଟଙ୍କ ରାୟ ଆସିଛି। ଏହି ମାମଲାରେ ୬ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହା ବ୍ୟତୀତ ସେମାନଙ୍କ ଉପରେ ୫ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରାଯାଇଛି। ପୋକସୋ ସ୍ପେଶାଲ କୋର୍ଟ...