Tag Archives: ajit agarkar

ଅଗରକରଙ୍କୁ ହାତ କରି ରୋହିତଙ୍କୁ ଅଧିନାୟକରୁ ହଟାଇଥିଲେ ଗମ୍ଭୀର! ବଡ଼ ବୟାନ ଦେଲେ ପୂର୍ବତନ ସାଥି ଖେଳାଳି

ମୁମ୍ବାଇ,୧୬।୨: ରୋହିତ ଶର୍ମାଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ହଟାଯିବା ପରେ ଏବେ ବିବାଦ ତେଜିବାରେ ଲାଗିଛି। ବିସିସିଆଇ’ର ଏହି ନିଷ୍ପତ୍ତିକୁ ନେଇ ପୂର୍ବତନ କ୍ରିକେଟର ମନୋଜ ତିୱାରୀ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି। ଚୟନ କମିଟି ମୁଖ୍ୟ ଅଜିତ ଅଗରକର…

ଦ୍ୱିତୀୟ ଦିନିକିଆ ପୂର୍ବରୁ ଗମ୍ଭୀର, ଅଜିତ ଅଗରକରଙ୍କ ସହ BCCIର ଜରୁରୀ ବୈଠକ

ମୁମ୍ବାଇ,୧।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆସନ୍ତା ବୁଧବାର ଖେଳାଯିବାକୁ ଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍ ପୂର୍ବରୁ ବିସିସିଆଇ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ଚୟନ କମିଟିର ମୁଖ୍ୟ ଅଜିତ ଅଗରକରଙ୍କ ସହ ଏକ ଜରୁରୀ ବୈଠକ ଡାକିଥିବା…

କରୁଣ ନାୟରଙ୍କ କ୍ଷୋଭ: ବିସିସିଆଇ, ଅଜିତ ଅଗରକରଙ୍କୁ କଡ଼ା ସମାଲୋଚନା

ମୁମ୍ବାଇ,୨୭।୧୦: ଗୋଆ ବିପକ୍ଷ ରଣଜୀ ମ୍ୟାଚ୍ ସମୟରେ କରୁଣ ନାୟର କହିଛନ୍ତି, ଗତ ଦୁଇ ବର୍ଷରେ ଘରୋଇ କ୍ରିକେଟରେ ସ୍ଥିରତା ଦେଖାଇଥିବା ପରେ ମଧ୍ୟ ଭାରତୀୟ ଦଳରୁ କେବଳ ଗୋଟିଏ ସିରିଜ୍ ସୁଯୋଗ ପାଇଁ ହତାଶ ହୋଇଛନ୍ତି। ଇଂଲଣ୍ଡ ଗସ୍ତରେ ୮…

୨୦୨୭ ଦିନିକିଆ ବିଶ୍ୱକପରେ ରୋହିତ,କୋହଲିଙ୍କ ଖେଳିବା ନେଇ ବଡ ବୟାନ ଦେଲେ ଅଜିତ ଅଗରକର

ନୂଆଦିଲ୍ଲୀ,୧୭।୧୦: ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ୨୦୨୭ ଦିନିକିଆ ବିଶ୍ୱକପ ଦଳରେ ସାମିଲ କରିବା ନେଇ ଚୂଡାନ୍ତ ନିଷ୍ପତ୍ତି ଏପର୍ଯ୍ୟନ୍ତ ନିଆଯାଇନାହିଁ। ରବିବାରଠାରୁ ଅଷ୍ଟ୍ରେଲିଆ…

ରୋହିତଙ୍କ ପରେ ଅଧିନାୟକ ପଦ ହରାଇବେ ସୂର୍ଯ୍ୟକୁମାର ଯାଦବ? ଅଗରକରଙ୍କ ଚାଞ୍ଚଲ୍ୟକର ବୟାନ!

ନୂଆଦିଲ୍ଲୀ,୫।୧୦: ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ ଅକ୍ଟୋବର ୧୯ରୁ ଆରମ୍ଭ ହେବାକୁ ଯାଉଛି। ଏହି ଗସ୍ତରେ ଟିମ ଇଣ୍ଡିଆ ତିନୋଟି ଦିନିକିଆ ଏବଂ ପାଞ୍ଚଟି ଟି-୨୦ ଖେଳିବ। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଉଭୟ ଦିନିକିଆ ଏବଂ ଟି-୨୦ ପାଇଁ…

ରୋହିତ ଶର୍ମାଙ୍କୁ କାହିଁକି ଅଧିନାୟକ ପଦରୁ ହଟାଗଲା, ଅସଲ କାରଣ କହିଲେ ଅଜିତ ଅଗରକର

ନୂଆଦିଲ୍ଲୀ,୪।୧୦: ଅଷ୍ଟ୍ରେଲିଆ ଗସ୍ତରେ ଖେଳାଯିବାକୁ ଥିବା ODI ଏବଂ T20 ସିରିଜ ପାଇଁ BCCI ଟିମ ଇଣ୍ଡିଆ ଘୋଷଣା କରିଛି। ଦଳରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଇଛି। ରୋହିତ ଶର୍ମାଙ୍କୁ ODI ଅଧିନାୟକ ପଦରୁ ହଟାଇ ଦିଆଯାଇଛି, ଏବଂ ଶୁବମନ ଗିଲଙ୍କୁ…

ଅଗରକରଙ୍କୁ ବଡ଼ ଉପହାର ଦେଲା BCCI

ନୂଆଦିଲ୍ଲୀ,୨୧।୮: ଏସିଆ କପ ୨୦୨୫ ଦଳ ଚୟନ ପରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ଏକ ବିଶେଷ ଉପହାର ଦେଇଛି। ଅଜିତ ଅଗରକରଙ୍କୁ ଜୁନ ୨୦୨୩ରେ ଭାରତୀୟ ଦଳର ମୁଖ୍ୟ ଚୟନକର୍ତ୍ତା କରାଯାଇଥିଲା। ତାଙ୍କର କାର୍ଯ୍ୟକାଳ…

କାହିଁକି ପାଣ୍ଡ୍ୟା ହେଲେ ନାହିଁ ଅଧିନାୟକ; ଖୁଲାସା କଲେ ଅଗରକର

ନୂଆଦିଲ୍ଲୀ,୨୨ା୭: ଟି20 ବିଶ୍ୱକପରେ ଉପ ଅଧିନାୟକ ଥିବା ହାର୍ଦିକ ପାଣ୍ଡ୍ୟାଙ୍କୁ ଶ୍ରୀଲଙ୍କା ଗସ୍ତ ପାଇଁ ଅଧିନାୟକ ପଦ ନ ମିଳିବା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର। ସୋମବାର ଅନୁଷ୍ଠିତ ଖବରତଦାତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri