ନା କାଜୋଲ, ନା କରିସ୍ମା; ଏହି ଅଭିନେତ୍ରୀ ହେଉଛନ୍ତି ଅଜୟ ଦେବଗନଙ୍କ ପ୍ରଥମ ପ୍ରେମ… ବମ୍ବେ: ସର୍ବଦା ନିଜର ଫିଲ୍ମକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ବଲିଉଡର ଅନ୍ୟତମ ହିଟ୍ ନାୟକ ଅଜୟ ଦେବଗନ୍। ଆଜି ସେ ତାଙ୍କର ୫୬ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଚାଲନ୍ତୁ ଜାଣିବା ତାଙ୍କ ପ୍ରେମ ଜୀବନ ବିଷୟରେ କିଛି...