OMG! ୬୦୦୦ ଲୋକଙ୍କୁ ଚାକିରି ଦେବେ ଡଲି ଚାଏବାଲା, ଘୋଷଣା କରି ଚମକାଇଲେ… ନାଗପୁରର ପ୍ରସିଦ୍ଧ ଚା’ ବିକାଳି ସୁନୀଲ ପାଟିଲ, ଯାହାଙ୍କୁ ସମସ୍ତେ Oଲି ଚାୟାୱାଲା ନାମରେ ଜାଣନ୍ତି, ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ନିଆରା ଚା’ ପରିବେଷଣ ଶୈଳୀ ଓ ଆକର୍ଷଣୀୟ ବ୍ୟକ୍ତିତ୍ୱ ପାଇଁ ସୋସିଆଲ ମିଡିଆରେ ସେ ବେଶ ଲୋକପ୍ରିୟ।…