ଆଫଗାନିସ୍ତାନ ଉପରେ ପୁଣି ଏୟାରଷ୍ଟ୍ରାଇକ କଲା ପାକିସ୍ତାନ, ଏଥର ବଡ ଯୁଦ୍ଧ ନିଶ୍ଚିତ ନୂଆଦିଲ୍ଲୀ,୧୭।୧୦: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ୪୮ ଘଣ୍ଟିଆ ସନ୍ଧି ବୃଦ୍ଧି ନେଇ ସହମତି ହେବା କିଛି ଘଣ୍ଟା ପରେ ପାକିସ୍ତାନ ଆଫଗାନିସ୍ତାନର ପାକଟିକା ପ୍ରଦେଶର ଅର୍ଗୁନ ଓ ବେରମାଲ ଜିଲ୍ଲାରେ ଏୟାରଷ୍ଟ୍ରାଇକ କରିଛି ବୋଲି ତାଲିବାନ ଦାବି କରିଛି।...