ବିମାନ ଉଡ଼ାଣକୁ ନେଇ ନୂଆ ନିୟମ ଜାରି କଲେ ସରକାର, ଜାଣନ୍ତୁ କ’ଣ କ’ଣ ହେଲା ପରିବର୍ତ୍ତନ ନୂଆଦିଲ୍ଲୀ,୧୫।୭: ଭାରତ ସରକାର ବିମାନ ଉଡ଼ାଣ ସମ୍ପର୍କରେ ନୂତନ ନିୟମର ଏକ ଡ୍ରାଫ୍ଟ ଜାରି କରିଛନ୍ତି। ଭାରତୀୟ ବିମାନ ନିୟମ, ୨୦୨୫ ଅନୁଯାୟୀ, ଏବେ ସରକାର ୩୦ ଦିନ ମଧ୍ୟରେ ଏହି ନିୟମଗୁଡ଼ିକ ଉପରେ ଯେକୌଣସି ମତାମତ କିମ୍ବା ପରାମର୍ଶ ପଠାଇବାକୁ…