ପାକିସ୍ତାନର ଦୁଇ ଯୁଦ୍ଧ ବିମାନ ଖସାଇଲା ଭାରତ, ପାଇଲଟ୍ଙ୍କୁ ଖୋଜୁଛି ବାୟୁସେନା ନୂଆଦିଲ୍ଲୀ,୧୦ା୫: ରାତିସାରା ଭାରତୀୟ ସୀମାନ୍ତ ସହରଗୁଡ଼ିକ ଉପରେ ପାକିସ୍ତାନର ନିରନ୍ତର ଡ୍ରୋନ ଆକ୍ରମଣର କଡ଼ା ଜବାବ ଦେଇଛି ଭାରତ। ଇସଲାମାବାଦ, ରାଓ୍ବଲପିଣ୍ଡି ଏବଂ ଲାହୋର ସମେତ ପ୍ରମୁଖ ପାକିସ୍ତାନୀ ସହରଗୁଡ଼ିକରେ ପ୍ରତିଶୋଧମୂଳକ ଆକ୍ରମଣ ଆରମ୍ଭ କରିଛି ଭାରତ। ଭାରତ ତିନୋଟି ପାକିସ୍ତାନୀ…