ଏୟାରଫୋର୍ସ ଓ୍ବାନର ସିଡ଼ିରେ ଝୁଣ୍ଟିଲେ ଟ୍ରମ୍ପ Video Viral! ଲୋକେ କହିଲେ ବାଇଡେନଙ୍କଠାରୁ ବି… ଓ୍ବାଶିଂଟନ,୯।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ସୋସିଆଲ ମିଡିଆରେ ଶିରୋନାମା ପାଲଟିଛନ୍ତି। ନ୍ୟୁ ଜର୍ସିର ଏୟାରଫୋର୍ସ ୱାନରେ ଚଢ଼ିବା ସମୟରେ ସେ ସିଡ଼ିରେ ଝୁଣ୍ଟି ପଡ଼ିଥିଲେ, ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ନେଇ...