ବାୟୁସେନା ମୁଖ୍ୟଙ୍କ ବିସ୍ଫୋରଣ: “ଚୁକ୍ତି ସ୍ୱାକ୍ଷରରେ ସୀମିତ, ସିଷ୍ଟମ ସମୟରେ ମିଳୁନାହିଁ” ନୂଆଦିଲ୍ଲୀ,୨୯ା୫: ଭାରତର ବାୟୁସେନା ମୁଖ୍ୟ ମାର୍ଶାଲ ଅମର ପ୍ରୀତ ସିଂହ ପ୍ରମୁଖ ପ୍ରତିରକ୍ଷା କ୍ରୟ ପ୍ରକଳ୍ପରେ ବିଳମ୍ବ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ବାୟୁସେନା ମୁଖ୍ୟ କହିଛନ୍ତି, “ଅନେକ ଥର, ଆମେ ଚୁକ୍ତି ସ୍ୱାକ୍ଷର କରିବା…