ନିଜସ୍ବ ଏଆଇ ମଡେଲ ପ୍ରସ୍ତୁତ କରିବ ଭାରତ
ନୂଆଦିଲ୍ଲୀ,୩୦।୧: କୃତ୍ରିମ ବୁଦ୍ଧିମତ୍ତାକୁ ନେଇ ବିଶ୍ୱସ୍ତରରେ ପ୍ରତିଯୋଗିତା ଜୋର୍ଦାର ହୋଇଥିବାବେଳେ ଭାରତ ନିଜସ୍ବ ମୌଳିକ ମଡେଲ୍ ପ୍ରସ୍ତୁତ କରିବା ନେଇ ଆଗ୍ରହ ପ୍ରକାଶ କରିଛି। ଷ୍ଟାର୍ଟଅପ୍ ଏବଂ ଗବେଷକମାନେ ଏଥିପାଇଁ ୧୮, ୬୯୩ ଗ୍ରାଫିକ୍ ପ୍ରୋସେସିଂ ୟୁନିଟ୍ (ଜିପିୟୁ)ର ସ୍ବଳ୍ପ ବ୍ୟୟସାପେକ୍ଷ…


