ସୁପରଷ୍ଟାର ଫହାଦ ଫାସିଲଙ୍କ ନିଆରା ପସନ୍ଦ: ବ୍ୟବହାର କରୁଛନ୍ତି ୧୭ ବର୍ଷ ପୁରୁଣା ୧୦ ଲକ୍ଷ ଟଙ୍କାର କିପ୍ୟାଡ୍ ଫୋନ୍ ମୁମ୍ବାଇ: ମାଲାୟାଲମ ସିନେମାର ଜଣାଶୁଣା ଅଭିନେତା ଫହାଦ ଫାସିଲ ତାଙ୍କର ସାଦାସିଧା ଜୀବନଶୈଳୀ ପାଇଁ ପରିଚିତ। ସାରା ଦେଶରେ ତାଙ୍କର ବିପୁଳ ପ୍ରଶଂସକ ଥାଇ ମଧ୍ୟ, ଏହି ସୁପରଷ୍ଟାର ସୋସିଆଲ ମିଡିଆରୁ ଦୂରେଇ ରହିଛନ୍ତି ଏବଂ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି...