ଚାନ୍ଦିପୁରରୁ ପରୀକ୍ଷା ହେଲା ଭାରତର ସବୁଠାରୁ ଶକ୍ତିଶାଳୀ ମିସାଇଲ ‘ଅଗ୍ନି-୫’ ଚାନ୍ଦିପୁର,୨୦ା୮: ବୁଧବାର ଓଡ଼ିଶାର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜରୁ ‘ଅଗ୍ନି-୫’ ମଧ୍ୟମ ଦୂରଗାମୀ ବାଲିଷ୍ଟିକ ମିସାଇଲର ସଫଳ ପରୀକ୍ଷଣ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ବିବୃତି ଅନୁଯାୟୀ, ଏହି ପରୀକ୍ଷଣରେ ମିସାଇଲର ସମସ୍ତ କାର୍ଯ୍ୟକାରୀ ଓ ବୈଷୟିକ ପାରାମିଟର ଯାଞ୍ଚ କରାଯାଇଛି।...