‘ଦିନକୁ ୮ କେଜି ମଟନ୍ ଖାଉଛନ୍ତି’: ଆଫଗାନିସ୍ତାନଠାରୁ ହାରିବା ପରେ ପାକିସ୍ତାନ ଖେଳାଳିଙ୍କ ଫିଟନେସକୁ ନେଇ ପ୍ରଶ୍ନ ଉଠାଇଲେ ୱାସିମ ଆକ୍ରାମ ନୂଆଦିଲ୍ଲୀ,୨୪/୧୦: ସୋମବାର ଦିନ ଚେନ୍ନାଇରେ ଅନୁଷ୍ଠିତ ବିଶ୍ୱକପ ୨୦୨୩ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଆଫଗାନିସ୍ତାନ ପୂର୍ବତ୍ତନ ଚାମ୍ପିୟାନକୁ ୨ ଉଇକେଟରେ ପରାସ୍ତ କରିଛି। ଯାହାକୁ ପ୍ରଶଂସକ ଏବଂ ପାକିସ୍ତାନର ପୂର୍ବତ୍ତନ ଖେଳାଳିମାନେ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଏହି ପରାଜୟ ପରେ...