ଅପରେଶନ ସିନ୍ଦୂର ପରେ ଏମିତି କ’ଣ ଲେଖିଦେଲେ ଶିଖର ଧାଓ୍ବନ, ଲୋକେ କହୁଛନ୍ତି ଆଫ୍ରିଦିଙ୍କୁ ଲାଗିବ ଝଟକା ନୂଆଦିଲ୍ଲୀ,୮।୫: ଯେତେବେଳେ ୨୨ ଏପ୍ରିଲରେ ପହଲଗାମରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ଏବଂ ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କ ଜୀବନ ଯାଇଥିଲା, ସେତେବେଳେ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦି ଭାରତୀୟ ସେନା ଉପରେ ପ୍ରଶ୍ନ ଉଠାଇଥିଲେ। ସେ ଗୋଟିଏ ପରେ...