ମୃତ୍ୟୁକୁ ଭୟ କଲେଣି ଖାମେନେଇ! ବଛା ହେଲାଣି ୩ ନାମ, ହେଲେ କିଏ ହେବେ ଉତ୍ତରାଧିକାରୀ? ଲିଷ୍ଟରେ ନାହିଁ… ତେହେରାନ,୨୧।୬: ସମ୍ଭାବ୍ୟ ହତ୍ୟାର ଆଶଙ୍କାକୁ ଦୃଷ୍ଟିରେ ରଖି, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ ଏବେ ସିଧାସଳଖ ନୁହେଁ ବରଂ ଜଣେ ବିଶ୍ୱସ୍ତ ସହାୟକଙ୍କ ମାଧ୍ୟମରେ ତାଙ୍କ କମାଣ୍ଡରମାନଙ୍କ ସହିତ ଯୋଗାଯୋଗ କରୁଛନ୍ତି ଏବଂ ଇଲେକ୍ଟ୍ରୋନିକ ଯୋଗାଯୋଗକୁ ସ୍ଥଗିତ ରଖାଯାଇଛି,…