ଆଫଗାନିସ୍ତାନ ବିରୋଧରେ ଯୁଦ୍ଧ ଘୋଷଣା କଲା ପାକିସ୍ତାନ, ୧୩୩ ଜଣଙ୍କ ମୃତ୍ୟୁ ନେଇ ଦାବି ନୂଆଦିଲ୍ଲୀ,୨୭ା୨: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସୀମା ଉତ୍ତେଜନା ଏବେ ଖୋଲା ବିବାଦରେ ପରିଣତ ହୋଇଛି। ଏହି ସଂଘର୍ଷ ୨୧ଫେବୃଆରୀ ୨୦୨୬ରେ ଆରମ୍ଭ ହୋଇଥିଲା, ଯେତେବେଳେ ପାକିସ୍ତାନ ଆଫଗାନିସ୍ତାନରେ ଏୟାର ଷ୍ଟ୍ରାଇକ ଆରମ୍ଭ କରିଥିଲା। ପାକିସ୍ତାନ ଅପରେସନ୍ ଗଜବ ଲିଲ୍ ହକ୍…