ପାକିସ୍ତାନରେ ଆଟାକ୍ ଭିତରେ ନକଭି ଦେଲେ ସାଂଘାତିକ ବୟାନ, କହିଲେ ଭାରତର ରହିଛି… ଇସଲାମବାଦ,୧୨।୧୦: ଶନିବାର ରାତିରେ ପାକିସ୍ତାନ ଉପରେ ଆଫଗାନ ସେନା ଦ୍ୱାରା କରାଯାଇଥିବା ବିମାନ ଆକ୍ରମଣ ପରେ, କେନ୍ଦ୍ର ଗୃହମନ୍ତ୍ରୀ ମୋହସିନ ନକଭି ଏକ କଡ଼ା ବିବୃତ୍ତି ଜାରି କରିଛନ୍ତି। ନକଭି ଆଫଗାନିସ୍ତାନର କଡ଼ା ସମାଲୋଚନା କରି କହିଛନ୍ତି ଯେ ଦେଶ “ନିଆଁ…