‘ବୃହତ୍ତର ଆଫଗାନିସ୍ତାନ’ ମାନଚିତ୍ର ପ୍ରଦର୍ଶନ କଲା ତାଲିବାନ: ରାଗରେ ନାଲି ହୋଇଗଲା ପାକିସ୍ତାନ ଭୁବନେଶ୍ୱର,୪।୧୨: ଆଫଗାନିସ୍ତାନର ତାଲିବାନ ଶାସକମାନେ ନାଙ୍ଗରହାର ପ୍ରଦେଶରେ ଜଣେ ପ୍ରମୁଖ ପସ୍ତୋ କବି ମତିଉଲ୍ଲା ତୁରାବଙ୍କ କବର ଉପରେ ଏକ ବିବାଦୀୟ “ବୃହତ୍ତର ଆଫଗାନିସ୍ତାନ” ମାନଚିତ୍ର ସ୍ଥାପନ କରିଛନ୍ତି। ଏହି ମାନଚିତ୍ରରେ ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ବୃହତ ଅଂଶ...