ଆଫଗାନ ମନ୍ତ୍ରୀଙ୍କ ପ୍ରେସ କନଫରେନ୍ସରେ ମହିଳା ଖବରଦାତାଙ୍କୁ ଏଣ୍ଟ୍ରି ନ ମିଳିବାକୁ ନେଇ ରାଗିଲେ ରାହୁଲ ନୂଆଦିଲ୍ଲୀ,୧୧।୧୦: ଦିଲ୍ଲୀରେ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଅମିର ଖାନ ମୁତାକିଙ୍କ ପ୍ରେସ କନଫରେନ୍ସରେ ମହିଳା ସାମ୍ବାଦିକଙ୍କ ଉପରେ ପ୍ରତିବନ୍ଧକକୁ ନେଇ ବିବାଦ ଆହୁରି ତୀବ୍ର ହୋଇଛି। ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ମହୁଆ ମୋଇତ୍ରା ଏବଂ ପି. ଚିଦାମ୍ବରମଙ୍କ ଭଳି ନେତାଙ୍କ...