ଯେତେଶୀଘ୍ର ସମ୍ଭବ ଇରାନ ଛାଡ଼ି ଚାଲିଆସ…ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି ନୂଆଦିଲ୍ଲୀ,୧୪।୧: ଇରାନର ଖରାପ ପରିସ୍ଥିତି ଭିତରେ ଭାରତୀୟ ଦୂତାବାସ ସେଠାରେ ରହୁଥିବା ଭାରତୀୟଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରୀ ଜାରି କରିଛି । ଏଥିରେ ଇରାନରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ଯଥାଶୀଘ୍ର ଦେଶ ଛାଡିବାକୁ ପରାମର୍ଶ ଦିଆଯାଇଛି । କୁହାଯାଇଛି…