ଏମ୍ବିବିଏସ୍ ନାମଲେଖାରେ ୧୮ ହଜାର ଛାତ୍ରୀଛାତ୍ରଙ୍କ ଦସ୍ତାବିଜ୍ ନକଲି: ଇଡି ନୂଆଦିଲ୍ଲୀ, ୨୬ା୮: ଘରୋଇ ମେଡିକାଲ କଲେଜଗୁଡ଼ିକରେ ଏନ୍ଆର୍ଆଇ କୋଟାରେ ବଡ଼ ଦୁର୍ନୀତି ଚାଲିଥିବା ସୋମବାର ଇଡି ସୂଚନା ଦେଇଛି। ନକଲି ଏନ୍ଆର୍ଆଇ ସାର୍ଟିଫିକେଟ ସମେତ ବିଭିନ୍ନ ନକଲି ଦସ୍ତାବିଜ୍ ବଳରେ ଏମ୍ବିବିଏସ୍, ୟୁଜି ଏବଂ ପିଜି ପାଠ୍ୟକ୍ରମ ପାଇଁ ଛାତ୍ରୀଛାତ୍ର...