ମେରିଲରେ ୨୦୦ ମିଲିୟନ ଡଲାର ବିନିଯୋଗ କରିବ ADIA: ଭାରତୀୟ ମେଡଟେକ୍ କମ୍ପାନୀକୁ ବିଶ୍ବସ୍ତରୀୟ ସମର୍ଥନ ନୂଆଦିଲ୍ଲୀ,୨୨।୭: ଆବୁଧାବି ନିବେଶ ପ୍ରାଧିକରଣ (ଏଡିଆଇଏ)ର ଏକ ସମ୍ପୂର୍ଣ୍ଣ ମାଲିକାନାଧୀନ ସହାୟକ କମ୍ପାନୀ ଭାରତର ଅଗ୍ରଣୀ ମେଡିକାଲ ଉପକରଣ କମ୍ପାନୀ ମାଇକ୍ରୋ ଲାଇଫ ସାଇନ୍ସେସ୍ ପ୍ରାଇଭେଟ୍ ଲିମିଟେଡ୍ (ମେରିଲ୍)ରେ ୨୦୦ ମିଲିୟନ ଆମେରିକୀୟ ଡଲାର ବିନିଯୋଗ କରିବାକୁ ଚୁକ୍ତି କରିଛି। ଏହି…