ହାତ ମିଶାଇଲେ ଅମ୍ବାନୀ-ଆଦାନି : ଭାରତରେ ଇନ୍ଧନ ଉପଲବ୍ଧତା ବିସ୍ତାର ପାଇଁ ଐତିହାସିକ ପଦକ୍ଷେପ ମୁମ୍ବାଇ,୨୫ା୬: ଭାରତରେ ଇନ୍ଧନ ଖୁଚୁରା ବ୍ୟବସାୟକୁ ନୂତନ ଉଚ୍ଚତାକୁ ଲାଗି ଆଦାନୀ ଟୋଟାଲ ଗ୍ୟାସ ଲିମିଟେଡ (ATGL) ଏବଂ ଜିଓ-ବିପି (ରିଲାଏନ୍ସ ବିପି ମୋବିଲିଟି ଲିମିଟେଡର ବ୍ରାଣ୍ଡ) ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସହଭାଗୀତା ଚୁକ୍ତି ସ୍ଥିର ହୋଇଛି। ଏହି ରଣନୈତିକ...