ଆଦମପୁର ଏୟାରବେସରେ S-400 ସମ୍ମୁଖରେ ପ୍ରଧାନମନ୍ତ୍ରୀଙ୍କ ଫଟୋ, ପାକିସ୍ତାନକୁ ଭାରତର କଡ଼ା ସନ୍ଦେଶ ଆଦମପୁର,୧୩।୫: ପଞ୍ଜାବର ଆଦମପୁର ଏୟାରବେସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକସ୍ମିକ ଗସ୍ତ ସମୟରେ ଏକ ଫଟୋ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଜବାନମାନଙ୍କୁ ସାଲ୍ୟୁଟ୍ କରୁଥିବା ଏକ ଫଟୋରେ ପଛରେ ଏକ ମିଗ-୨୯ ଯୁଦ୍ଧବିମାନ ଓ...