ଚର୍ଚ୍ଚାରେ ପଶ୍ଚିମବଙ୍ଗ, ମଧ୍ୟରାତ୍ରିରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଭିନେତ୍ରୀଙ୍କୁ ଦୁର୍ବ୍ୟବହାର କୋଲକାତା,୨୭।୧: ଅଭିନେତ୍ରୀ ତଥା ପୂର୍ବତନ ଏମପି ମିମି ଚକ୍ରବର୍ତ୍ତୀ ଉତ୍ତର ୨୪ ପରଗନା ଜିଲାର ବନଗାଓଁରେ ମଞ୍ଚ ଉପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ନିର୍ଯାତନା ଅଭିଯୋଗ କରି ପୋଲିସରେ ଅଭିଯୋଗ ଦାଖଲ କରିଛନ୍ତି। ମିମିଙ୍କ ଅଭିଯୋଗ ଅନୁଯାୟୀ, ସେ ରବିବାର…