ଅଭିନେତା ମନୋଜ କୁମାରଙ୍କ ପରଲୋକ ମୁମ୍ବାଇ,୪ା୪: ବଲିଉଡ୍ର ଏକ ଦୁଃଖଦ ଖବର ଆସିଛି। ଭାରତୀୟ ଅଭିନେତା ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ମନୋଜ କୁମାର ଆଉ ଏ ଦୁନିଆରେ ନାହାନ୍ତି। ୮୭ ବର୍ଷ ବୟସରେ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଶୁକ୍ରବାର ସକାଳେ ତାଙ୍କର ଦେହାନ୍ତ ହୋଇଛି। ୨୪...