ଜେଲରୁ ଅଭିନେତାଙ୍କ ଆକୁଳ ନିବେଦନ, “ମୋତେ ବିଷ ଦେଇଦିଅ “ ବେଙ୍ଗାଲୁରୁ,୯।୯: ରେଣୁକାସ୍ୱାମୀ ହତ୍ୟା ମାମଲାରେ ଜେଲରେ ଥିବା କନ୍ନଡ଼ ଅଭିନେତା ଦର୍ଶନ ମଙ୍ଗଳବାର ବେଙ୍ଗାଲୁରୁର ସିଟି ସିଭିଲ ଆଣ୍ଡ ସେସନ୍ସ କୋର୍ଟରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ହାଜର ହୋଇ ଆକୁଳ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ସେ ଅନେକ...