Video: ଜାଣିଶୁଣି ସ୍କୁଟିକୁ ମାରିଲେ ଧକ୍କା, ଏବେ ବୁଦ୍ଧି ଶିଖାଇଲା ପୋଲିସ ବେଙ୍ଗାଲୁରୁ,୧୩।୧୧: କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ, ଜଣେ କାର ଡ୍ରାଇଭରଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ତାଙ୍କ କାର ସହିତ ଏକ ଦୁଇ ଚକିଆ ଯାନକୁ ଧକ୍କା ଦେବା ଅଭିଯୋଗରେ ଗିରଫ କରାଯାଇଛି। ଏହି ଦୁର୍ଘଟଣାରେ ବାଇକ ଆରୋହୀ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।...