Tag Archives: accident

ଡ୍ୟୁଟିରୁ ଘରକୁ ଫେରୁଥିଲେ ASI, ଚାପିଦେଲା ଅଜଣା ଗାଡ଼ି

କାମାକ୍ଷାନଗର,୨୪ା୮(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଭାଲୁମୁଣ୍ଡା ନିକଟରେ ଶନିବାର ବିଳମ୍ବିତ ରାତିରେ ପୋଲିସ ଏଏସଆଇ ମାନସ ସିଂହ(୪୨) ମୃତ୍ୟୁ ହୋଇଛି। ମାନସ ଅନୁଗୋଳ ସଦର ଥାନାରେ କାର୍ଯ୍ୟରତ ଥିବା ବେଳେ ତାଙ୍କର ନିଜଘର କଙ୍କଡ଼ାହାଡ ଥାନା...

କାର୍‌କୁ ଧକ୍କା ଦେଲା ହାଇଓ୍ବା, ଡ୍ରାଇଭର ନିୟନ୍ତ୍ରଣ ହରାଇ ବସ୍‌ରେ ପିଟିଦେଲେ

ଖୋର୍ଦ୍ଧା,୨୧ା୮(ପ୍ରଭାତ ପାଣିଗ୍ରାହୀ): ୧୬ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ଉପକଣ୍ଠ ପିତାପଲ୍ଲୀ ଛକ ପେଟ୍ରୋଲ ପମ୍ପ ସମ୍ମୁଖରେ ଗୁରୁବାର ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ହାଇଓ୍ବା ଧକ୍କା ଦେଇଥିଲା। କାର୍‌ ଡ୍ରାଇଭର ନିୟନ୍ତ୍ରଣ ହରାଇ ଆଗରେ ଯାଉଥିବା ବସ୍‌ରେ...

ଜନ୍ମାଷ୍ଟମୀରେ ଅଧାରେ ରହିଗଲା ଜଗନ୍ନାଥ ଦର୍ଶନ, ଦୁର୍ଘଟଣାରେ ଉଡିଗଲା ଗାଡ଼ିର ଛାତ

ଇନ୍ଦୋର,୧୫।୮: ଶୁକ୍ରବାର ଛତିଶଗଡ଼ର ରାଜନନ୍ଦଗାଓଁ ଜିଲାରେ ଏକ କାର ଡିଭାଇଡର ଡେଇଁ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହିତ ଧକ୍କା ହେବା ଫଳରେ ଛଅ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି। ରାଜନନ୍ଦଗାଓଁ ପୋଲିସ...

ତୀର୍ଥଯାତ୍ରା ହେଲା ଶେଷ ଯାତ୍ରା, ବସ-ଟ୍ରକ ଧକ୍କାରେ ୧୦ ମୃତ

କୋଲକାତା,୧୫।୮: ପଶ୍ଚିମବଙ୍ଗରୁ ଏକ ଦୁଃଖଦ ଖବର ଆସିଛି। ବର୍ଦ୍ଧମାନ ଜିଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଏକ ଘରୋଇ ବସ ରାସ୍ତା ପାର୍ଶ୍ୱରେ ଠିଆ...

ସ୍ବାଧୀନତା ଦିବସ ପାଳନ କରିବାକୁ ବିଦ୍ୟାଳୟ ଆସୁଥିଲେ ପ୍ରଧାନଶିକ୍ଷକ, ବାଟରେ ଚାପିଦେଲା ଅଜଣା ଗାଡ଼ି

କେନ୍ଦ୍ରାପଡ଼ା,୧୫ା୮(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଚଣ୍ଡିଖୋଲ-ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥର କେନାଲ ବ୍ରିଜ୍‌ ନିକଟରେ ଅଜଣା ଗାଡ଼ି ଧକ୍କାରେ ବିଦ୍ୟାଳୟର ଜଣେ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତ ପ୍ରଧାନ ଶିକ୍ଷକଙ୍କ ନାମ ହେଲା ବିଜୟ...

ଖୋ ଖୋ ଖେଳିବାକୁ ଯାଇ କାର୍‌ ଦୁର୍ଘଟଣା: ଜଣେ ମୃତ, ୫ ଗୁରୁତର

ଝାରସୁଗୁଡ଼ା,୧୦ା୮(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସୁନାରୀମୁଣ୍ଡା ଛକରେ ଥିବା ହୋଟେଲ ଉତ୍କଳ କଣ୍ଟିନେଣ୍ଟାଲର ସମ୍ମୁଖରେ ଥିବା ଡିଭାଇଡରରେ କାର୍‌ ଧକ୍କା ହେବାରୁ ରବିବାର ପୂର୍ବାହ୍ନରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଥିବାରୁ ଝାରସୁଗୁଡ଼ା ମୁଖ୍ୟ...

ରାଖୀ ବାନ୍ଧି ଫେରିବାବେଳେ ପିଟିଦେଲା ଗାଡ଼ି, ଚାଲିଗଲା ଝିଅଙ୍କ ଜୀବନ, ମା-ପୁଅ ଗୁରୁତର

ଭୁବନେଶ୍ୱର,୯ା୮: ରକ୍ଷାବନ୍ଧନରେ ରାଜଧାନୀ ଭୁବନେଶ୍ବରରେ ଘଟିଛି ଏକ ଦୁଃଖଦ ଘଟଣା। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଝିଅର ମୃତ୍ୟୁ ଘଟିଥିବାବେଳେ ମା’ ଓ ପୁଅ ଗୁରୁତର ହୋଇ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ଆଜି ସନ୍ଧ୍ୟାରେ ପାତ୍ରପଡ଼ା ପାଖରେ ରାସ୍ତା ପାର୍‌ ହେଉଥିବାବେଳେ...

ମେଡିକାଲ ଯାଉଥିବା ସମୟରେ ଏଏନ୍‌ଏମ୍‌ଙ୍କୁ ଧକ୍କା ଦେଲା ହାଇଓ୍ବା

ଭଞ୍ଜନଗର,୮ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ ଏଏନ୍‌ଏମ୍‌ ନନ୍ଦିନୀ ଆଚାର୍ଯ୍ୟ (୪୨) ଗୁରୁବାର ଏକ ହାଇଓ୍ବା ଧକ୍କାରେ ଗୁରୁତର ହୋଇଛନ୍ତି । ତାଙ୍କର ଡାହାଣ ହାତଗୋଡ଼ରେ ଆଘାତ ଲାଗିଛି। ତାଙ୍କୁ ପ୍ରଥମେ ଭଞ୍ଜନଗର ମେଡିକାଲରେ ଚିକିତ୍ସା ପାଇଁ...

ଘଡ଼ଘଡ଼ି ଯୋଗୁ ନିୟନ୍ତ୍ରଣ ହରାଇ ବସିଲେ, ଗଛକୁ ପିଟିଲା ଡାଲା ଅଟୋ, ଚାଳକ…

ଦିଗପହଣ୍ଡି,୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡାହାଡ ଡ୍ୟାମ ରାସ୍ତାର ବିଦେଶୀ ମଦ ଦୋକାନ ନିକଟରେ ବୁଧବାର ଅପରାହ୍ନରେ ଏକ ଖଇ ବୋଝେଇ ଡାଲା ଅଟୋ ଦୁର୍ଘଟଣାଗସ୍ତ ହୋଇଥିବା ଜଣାପଡିଛି । ଚାଳକଜଣକ ଭାରସାମ୍ୟ ହରାଇବାରୁ ଗାଡ଼ିଟି...

ବାଇକ୍‌ରେ ମା-ବାପାଙ୍କ ସହ ଆସୁଥିଲେ ଝିଅ, କଣ୍ଟେନର ଧକ୍କା ଦେବାରୁ ରାସ୍ତା ଉପରେ ଛିଟିକି ପଡ଼ିଲେ, ଆଉ ତା’ ପରେ…

କେନ୍ଦୁଝର,୬ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ସକାଳେ କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥ ଜଗମୋହନପୁର ନିକଟରେ ଏକ ରାସ୍ତା ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ବାଇକ୍‌ରେ କେନ୍ଦୁଝର ଆଡ଼କୁ...

କେନାଲକୁ ଖସିଲା ତୀର୍ଥଯାତ୍ରୀ ଗାଡ଼ି, ଚାଲିଗଲା ୧୧ ଜୀବନ

ଲକ୍ଷ୍ନୌ,୩ା୮: ଉତ୍ତରପ୍ରଦେଶ ଗୋଣ୍ଡାର ଇଟିଆ ଥୋକ୍‌ ଥାନା ଅନ୍ତର୍ଗତ ଏକ କେନାଲରେ ରବିବାର ତୀର୍ଥଯାତ୍ରୀ ଗାଡ଼ି ଖସି ପଡ଼ିବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଉକ୍ତ ଗାଡ଼ିରେ ୧୫ ଜଣ ଯାତ୍ରୀ ଥିଲେ ଏବଂ ସେମାନେ ପୃଥ୍ବୀନାଥ ମନ୍ଦିର ଦର୍ଶନ...

ଟୋଲ୍‌ପ୍ଲାଜା ବୁଥ୍‌ ଉପରକୁ ଚଢ଼ିଗଲା କାର୍‌: ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ବୈଶିଙ୍ଗା,୨୦ା୭(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ୧୮ ନଂ ଜାତୀୟ ରାଜପଥର ପଦ୍ମନାଭପୁର ଟୋଲ୍‌ପ୍ଲାଜା ନିକଟରେ ରବିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ବାରିପଦା ପିଆର୍‌ଏମ୍‌ ମେଡିକାଲରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri