ଭାରତ-ପାକିସ୍ତାନ ଟିମ୍ ଏସିଆ କପ୍ରେ ହେବେ କି ମୁହାଁମୁହିଁ? BCCI କଲା ବଡ଼ ଖୁଲାସା ନୁଆଦିଲ୍ଲୀ,୧୯।୫: ଭାରତ ଏବଂ ପାକିସ୍ତାନ ସୀମାରେ ବଢ଼ୁଥିବା ଉତ୍ତେଜନା ଯୋଗୁ ଏସିଆ କପ ୨୦୨୫ ଚର୍ଚ୍ଚାରେ ଅଛି। ICC ଇଭେଣ୍ଟ ପରେ ଏହା ଏକମାତ୍ର ଟୁର୍ନାମେଣ୍ଟ ଯେଉଁଠାରେ ଭାରତ ଏବଂ ପାକିସ୍ତାନ ଦଳ ପରସ୍ପରକୁ ମୁହାଁମୁହିଁ ହୁଅନ୍ତି। କିନ୍ତୁ କିଛି...