ରେଲ ଯାତ୍ରୀଙ୍କ ପାଇଁ ଖୁସି ଖବର, ଏଥର ଏସି କୋଚରେ ମିଳିବ ଏସବୁ ସୁବିଧା ନୂଆଦିଲ୍ଲୀ,୧୬।୧୦: ଭାରତୀୟ ରେଳବାଇ ଏସି କୋଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ପ୍ରମୁଖ ଏବଂ ସ୍ବାଗତଯୋଗ୍ୟ ପଦକ୍ଷେପ ଆରମ୍ଭ କରିଛି। ଯାତ୍ରୀମାନେ ଏବେ ଏକ ସଫା ଏବଂ ସୁରକ୍ଷିତ କଭରରେ ଗୁଡ଼ାଯାଇଥିବା ଏକ କମ୍ବଳ ପାଇବେ। ଏହି ସୁବିଧା...