ସରିଲା ପ୍ରସ୍ତୁତି, ସଜେଇ ହେଲାଣି ମଞ୍ଚ, ଅଭିଷେକ-ଶାହିନଙ୍କ ଟକ୍କର ଦେଖିବାକୁ ଅନେଇ ରହିଛି ସାରା ବିଶ୍ୱ ଦୁବାଇ,୨୭।୯: ଭାରତର ବୋଲିଂ ପ୍ରଶିକ୍ଷକ ମୋର୍ନେ ମୋର୍କେଲ କହିଛନ୍ତି ଯେ ରବିବାର ଏସିଆ କପ ଫାଇନାଲରେ ଅଭିଷେକ ଶର୍ମାଙ୍କ ଚମତ୍କାର ବ୍ୟାଟିଂ ଶାହିନ ଶାହ ଆଫ୍ରିଦିଙ୍କ ସଠିକ ବୋଲିଂ ସହିତ ମେଳ ଖାଇବ, ଏବଂ ଉଭୟ ‘କଠିନ ପ୍ରତିଦ୍ୱନ୍ଦ୍ୱିତା’ର ସମ୍ମୁଖୀନ ହେବେ।…