ଅଡୁଆରେ ଅଭିମୁକ୍ତେଶ୍ୱରାନନ୍ଦ! ନାବାଳିକ ପିଲାଙ୍କ ମେଡିକାଲ ରିପୋର୍ଟରେ ବଳାତ୍କାର ହୋଇଥିବା ହେଲା ସ୍ପଷ୍ଟ ପ୍ରୟାଗରାଜ,୨୬।୨: ନାବାଳକ ପିଲାମାନଙ୍କ ଉପରେ ଯୌନ ନିର୍ଯାତନାର ଅଭିଯୋଗର ସମ୍ମୁଖୀନ ହେଉଥିବା ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ସମସ୍ୟା ବଢ଼ିବାକୁ ଯାଉଛି। ପୀଡିତାଙ୍କ ଡାକ୍ତରୀ ରିପୋର୍ଟ ବଳାତ୍କାରକୁ ନିଶ୍ଚିତ କରିଛି। ପୋଲିସ ବୁଧବାର ଉଭୟ ନାବାଳିକା ପୀଡିତାଙ୍କ ଡାକ୍ତରୀ ପରୀକ୍ଷା କରିଛି। ତଥାପି, ଅଭିଯୋଗକାରୀ…