ଫିଟନେସ୍ ସହ ହାର୍ଟ ପାଇଁ ସୁପରଫୁଡ୍ ହେଉଛି ABC ଜୁସ୍, ପ୍ରତିଦିନ ଏଭଳି ଭାବେ କରନ୍ତୁ ସେବନ… ଯଦି ଆପଣ ଦିନର ଆରମ୍ଭ କିଛି ସୁସ୍ଥ ଓ ପ୍ରାକୃତିକ ଜିନିଷ ସହିତ କରିବାକୁ ଚାହୁଁଛନ୍ତି, ତେବେ ABC ଜୁସ୍ରୁ ଉତ୍ତମ ଆଉ କିଛି ନାହିଁ। ଏହି ଜୁସ ତିନୋଟି ସୁପରଫୁଡ- ସେଓ (Apple), ଗାଜର (Carrot) ଓ ଚୁକନ୍ଦର (Beetroot)ରୁ…