ଈଶାନ କିଷାନଙ୍କ ବଦଳରେ ଏହି ଦଳରେ ଓଡ଼ିଆ ଖେଳାଳି ଆଶୀର୍ବାଦ ସ୍ୱାଇଁଙ୍କୁ ମିଳିଲା ସୁଯୋଗ ଭୁବନେଶ୍ୱର,୧୭ା୮: ଓଡ଼ିଶାର ଉଇକେଟ୍କିପର-ବ୍ୟାଟ୍ସମ୍ୟାନ୍ ଆଶୀର୍ବାଦ ସ୍ୱାଇଁଙ୍କୁ ଦୁଲିପ ଟ୍ରଫି ୨୦୨୫-୨୬ରେ ଇଷ୍ଟ ଜୋନ୍ ଦଳରେ ଚୟନ କରାଯାଇଛି। ଇଷାନ କିଶନଙ୍କ ସ୍ଥାନରେ ତାଙ୍କୁ ଏହି ସୁଯୋଗ ମିଳିଛି। ସେ ସନ୍ଦୀପ ପଟ୍ଟନାୟକଙ୍କ ସହ ଦଳରେ ଯୋଗ ଦେଇଛନ୍ତି, ଅନ୍ୟପଟେ ସ୍ୱସ୍ତିକ...