Tag Archives: aap

ଦିଲ୍ଲୀରେ ରହିବାକୁ ମୋର ଘର ନାହିଁ, କାହିଁକି ଏମିତି କହିଲେ କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୨୨ା୯: ଆମ୍‌ ଆଦ୍‌ମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ରବିବାର ଦିଲ୍ଲୀର ଜନ୍ତରମନ୍ତରରେ ଆୟୋଜିତ ହୋଇଥିବା ‘ଜନତା କି ଅଦାଲତ’ରେ ଭାଗ ନେଇଥିଲେ। ଏହା ସହିତ ସେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କେଜ୍‌ରିଓ୍ବାଲ୍‌…

ଭିନେଶଙ୍କ ବିପକ୍ଷରେ ଲଢ଼ିବେ ଏହି WWE ମହିଳା ରେସ୍‌ଲର

ଚଣ୍ଡିଗଡ଼/ନୂଆଦିଲ୍ଲୀ,୧୧ା୯: ରେସ୍‌ଲର ଭିନେଶ ଫୋଗଟ ରାଜନୀତି ମଇଦାନକୁ ଓହ୍ଲାଇ ଜୁଲାନାରୁ କଂଗ୍ରେସ ପ୍ରାର୍ଥୀ ହେବା ପରେ ଜିନ୍ଦ ଜିଲାର ଏହି ନିର୍ବାଚନମଣ୍ଡଳୀ ଚର୍ଚ୍ଚାକୁ ଆସିଛି। ଭାଜପା ମଙ୍ଗଳବାର ଏହି ଆସନରେ କ୍ୟାପଟେନ୍‌ ଯୋଗେଶ ବୈରାଗୀଙ୍କୁ ଟିକେଟ ଦେଇଥିବା ବେଳେ ଆମ୍‌ ଆଦ୍‌ମୀ…

ହରିୟାଣାରେ ଭାଙ୍ଗିପାରେ କଂଗ୍ରେସ ମେଣ୍ଟ, ଏକା ଚାଲିବ ଆପ୍‌

ଚଣ୍ଡୀଗଡ଼,୭ା୯: ହରିୟାଣା ବିଧାନସଭା ନିର୍ବାଚନରେ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯୋଜନା କରୁଛି ଆପ୍‌। ରବିବାର ଦଳ ଏହାର ପ୍ରଥମ ତାଲିକା ପ୍ରକାଶ କରିପାରେ। ଆମ ଆଦ୍‌ମୀ ପାର୍ଟି(ଆପ୍‌) ୫୦ଟି ଆସନରେ ନିର୍ବାଚନ ଲଢ଼ିପାରିବ। ଏହାପୂର୍ବରୁ ସିଟ୍‌ ବାଣ୍ଟିବା ନେଇ କଂଗ୍ରେସ ଏବଂ…

ମନୀଷ ସିସୋଡିଆଙ୍କୁ ବଡ଼ ଆଶ୍ବସ୍ତି, ୧୭ ମାସ ପରେ ମିଳିଲା ଜାମିନ

ନୂଆଦିଲ୍ଲୀ,୯ା୮: ଆମ୍ ଆଦମୀ ପାର୍ଟି(ଏଏପି) ନେତା ମନୀଷ ସିସୋଡିଆଙ୍କୁ ଦୀର୍ଘ ଦିନ ପରେ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ୧୭ ମାସ ଜେଲରେ ରହିବା ପରେ ଜାମିନ ମିଳିଛି। ଏହି ମାମଲାରେ…

‘ଆମ ଦେଶକୁ ବୁଢ଼ା ରାଜନେତା କରୁଛନ୍ତି ଶାସନ’

ନୂଆଦିଲ୍ଲୀ,୧ା୮: ଆମ ଆଦ୍‌ମୀ ପାର୍ଟି(ଏଏପି)ର ରାଜ୍ୟ ସଭା ଏମ୍‌ପି ରାଘବ ଚଢ଼ା ଗୁରୁବାର ରାଜ୍ୟ ସଭାରେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ମୁଁ ଯେଉଁ ପ୍ରସଙ୍ଗ ଉପରେ କହିବାକୁ ଚାହୁଁଛି ତାହା ମୋ’ ହୃଦୟର କଥା। ରାଜନୀତିରେ ଯୁବକମାନଙ୍କ…

ରାଜ୍ୟ ସଭାରେ ଏହି ବଡ଼ ଦାବି କଲେ ରାଘବ ଚଢ଼ା, କହିଲେ ନିର୍ବାଚନ ଲଢ଼ିବାର ବୟସକୁ…

ନୂଆଦିଲ୍ଲୀ,୧ା୮: ଆମ ଆଦ୍‌ମୀ ପାର୍ଟି(ଏଏପି)ର ରାଜ୍ୟ ସଭା ଏମ୍‌ପି ରାଘବ ଚଢ଼ା ଗୁରୁବାର ରାଜ୍ୟ ସଭାରେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ମୁଁ ଯେଉଁ ପ୍ରସଙ୍ଗ ଉପରେ କହିବାକୁ ଚାହୁଁଛି ତାହା ମୋ’ ହୃଦୟର କଥା। ରାଜନୀତିରେ ଯୁବକମାନଙ୍କ…

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ବିଆର୍‌ଏସ୍‌ ନେତ୍ରୀ କେ କବିତାଙ୍କ ସମେତ ଅନ୍ୟ…

ସିସୋଦିଆଙ୍କ କଥା ଶୁଣିଲେ ସୁପ୍ରିମ୍‌କୋର୍ଟ, ED-CBIକୁ ନୋଟିସ୍‌

ନୂଆଦିଲ୍ଲୀ, ୧୬।୦୭: ପାଖାପାଖି ୧୬ ମାସ ହେବ ଜେଲ୍‌ରେ ଥିବା ଆମ୍‌ ଆଦ୍‌ମୀ ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କ ଜାମିନ୍‌ ନେଇ ସୁପ୍ରିମ୍‌କୋର୍ଟ ଶୁଣାଣି କରିଛନ୍ତି । ମଙ୍ଗଳବାର ସୁପ୍ରିମ୍‌କୋର୍ଟ ସଂକ୍ଷିପ୍ତ ଶୁଣାଣି ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି…

ଜେଲ୍‌ରେ ମୁଖ୍ୟମନ୍ତ୍ରୀଙ୍କର ୮ କେଜିରୁ ଅଧିକ ଓଜନ କମିଲା, ନେତା କହିଲେ…

ନୂଆଦିଲ୍ଲୀ , ୧୩।୦୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ମଦ ଦୁର୍ନୀତି ମାମଲାରେ ଜେଲ୍‌ରେ ରହିଛନ୍ତି । ଫଳରେ ଜେଲ୍‌ରେ ତାଙ୍କର ସ଼୍ବାସ୍ଥ୍ୟାବସ୍ଥାରେ ଅବନତି ହୋଇଥିବା ଜଣାପଡ଼ିଛି । ଏହାକୁ ନେଇ ଆମ ଆଦମୀ ପାର୍ଟି ନେତା ସଞ୍ଜୟ ସିଂ କହିଛନ୍ତି…

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସରିଲା ସିବିଆଇ ଯାଞ୍ଚ, ମୁଖ୍ୟମନ୍ତ୍ରୀଙ୍କୁ ନେଇ ଅଧିକାରୀ କହିଲେ…

ମୁମ଼୍ବାଇ, ୬।୭: ଦିଲ୍ଲୀରେ ହୋଇଥିବା ମଦ ଦୁର୍ନୀତି ମାମଲା ଯାଞ୍ଚ କରୁଥିବା କେନ୍ଦ୍ର ତଦନ୍ତକାରୀ ସଂସ୍ଥା ସିବିଆଇ ତଦନ୍ତ ଶେଷ କରିଛି । ଶନିବାର ସିବିଆଇ ସ୍ପଷ୍ଟ କରିଛି ଯେ ଅରବିନ୍ଦ କୋଜରିୱାଲ୍‌ଙ୍କୁ ଛାଡ଼ି ମାମଲାରେ ଜଡ଼ିତ ଅନ୍ୟ ଅଭିଯୁକ୍ତଙ୍କ ଯାଞ୍ଚ…

ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରି: ସିବିଆଇକୁ ଜବାବ ମାଗିଲେ ହାଇକୋର୍ଟ

ନୂଆଦିଲ୍ଲୀ, ୦୩।୦୭: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଖୁବ୍‌ଶୀଘ୍ର ନିୟମିତ ଜାମିନ ପାଇଁ ଆବେଦନ କରିବେ। ଏନେଇ କେଜ୍‌ରିଓ୍ବାଲଙ୍କ ଓକିଲ ମଙ୍ଗଳବାର ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କୁ ଜଣାଇଛନ୍ତି। ଗିରଫଦାରିକୁ ଚ୍ୟାଲେଞ୍ଜ କରି କେଜ୍‌ରିଓ୍ବାଲଙ୍କ ଆବେଦନ ଉପରେ ଜଷ୍ଟିସ୍‌…

ଇଣ୍ଡିଆ ମେଣ୍ଟ-ଭାଜପାକୁ କେତେ ସିଟ୍‌ ମିଳିବ ସ୍ପଷ୍ଟ କଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୯ା୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ସାକ୍ଷାତକାରରେ ଭାଜପାକୁ ଖୋଲା ଚ୍ୟାଲେଞ୍ଜ୍‌ କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ପଞ୍ଜାବର ୩କୋଟି ଲୋକଙ୍କୁ ଶାହା ଖୋଲାଖୋଲି ଭାବେ ଧମକ ଦେଇଛନ୍ତି। ଏନେଇ କେଜ୍‌ରିଓ୍ବାଲ ଅଭିଯୋଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri