ଟ୍ରେନ୍ ଟିକେଟ ବୁକିଂ ପାଇଁ IRCTCର ନୂଆ ନିୟମ: ଜାଣି ରଖନ୍ତୁ ନଚେତ… ନୂଆଦିଲ୍ଲୀ,୮।୧୧: ଭାରତୀୟ ରେଳବାଇ ଏବେ ଅନଲାଇନ ଟିକଟ ବୁକିଂ କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ନୂଆ ନିୟମ ଲାଗୁ କରିଛି। ସକାଳ ସମୟରେ ଟିକଟ ବୁକିଂ ପାଇଁ ଆଧାର ଯାଞ୍ଚ (ଭେରିଫିକେସନ) ବାଧ୍ୟତାମୂଳକ କରାଯାଇଛି। ଏହା IRCTC ୱେବସାଇଟ କିମ୍ବା...