ନୂଆ ଆଧାର ଆପ୍ ଲଞ୍ଚ୍: ଫେସ୍ ସ୍କାନ୍ ସୁରକ୍ଷା ସହିତ ରହିଛି ଏସବୁ ସୁବିଧା ନୂଆଦିଲ୍ଲୀ,୧୦।୧୧: ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ସାଧାରଣ ଉପଭୋକ୍ତାଙ୍କ ପାଇଁ ଏକ ନୂଆ ଆଧାର ଆପ୍ (Aadhaar App) ଲଞ୍ଚ୍ କରିଛି। ଏହି ଆପ୍ ମାଧ୍ୟମରେ ଉପଭୋକ୍ତାମାନେ ସ୍ମାର୍ଟଫୋନରେ ନିଜ ଆଧାର କାର୍ଡକୁ ଡିଜିଟାଲ୍ ଭାବରେ ସାଙ୍ଗରେ...