ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ, ଅଞ୍ଚଳରେ ଆଦର୍ଶ ଶିକ୍ଷକ ଭାବେ ସେ… ବେଲପଡ଼ା,୯ା୩(ମନୋଜ କୁମାର ମିଶ୍ର): ଅବସରପ୍ରାପ୍ତ ଶିକ୍ଷକ ଯଜ୍ଞେଶ୍ୱର ପାଣିଗ୍ରାହୀଙ୍କ ବଲାଙ୍ଗୀର ସହରର ପ୍ୟାଲେସ୍ ଲାଇନସ୍ଥିତ ବାସଭବନଠାରେ ୭ ତାରିଖ ଶନିବାର ରାତିରେ ପରଲୋକ ହୋଇଯାଇଛି। ଗତ ଦୁଇ ମାସ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ରହିଥିଲେ। ମୃତ୍ୟୁ ବେଳକୁ…