“ଘରେ ପଶି ଦଖଲ କର”: ପହଲଗାମ ପରେ କେନ୍ଦ୍ର ସରକାରଙ୍କୁ ଓୱାଇସିଙ୍କ PoK ଉପଦେଶ ହାଇଦ୍ରାବାଦ,୧।୫: ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ଉପରେ (AIMIM) ନେତା ଅସାଦୁଦ୍ଦିନ ଓୱାଇସି କେନ୍ଦ୍ର ସରକାରଙ୍କୁ ଏକ ଦୃଢ଼ ଉପଦେଶ ଦେଇଛନ୍ତି। ଓୱାଇସି କହିଛନ୍ତି ଯେ ସରକାର ପାକିସ୍ତାନ ଅଧିକୃତ କାଶ୍ମୀର (PoK) ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ...