ଶେୟାର ମାର୍କେଟରେ ନିବେଶକଙ୍କ ଉପରେ ବମ୍ପର ଟଙ୍କାର ବର୍ଷା, ଆସନ୍ତା ସପ୍ତାହରେ ଆସୁଛି… ନୂଆଦିଲ୍ଲୀ,୩୧ା୮: ଆସନ୍ତାକାଲି ଅର୍ଥାତ୍ ସୋମବାରଠାରୁ ସେପ୍ଟେମ୍ବର ମାସ ଆରମ୍ଭ ହେଉଛି। ଏହା ସହିତ ଆସନ୍ତାକାଲିଠାରୁ ପରବର୍ତ୍ତୀ ବ୍ୟବସାୟିକ ସପ୍ତାହ ମଧ୍ୟ ଆରମ୍ଭ ହେଉଛି। ଏହି ସପ୍ତାହରେ ୮ଟି କମ୍ପାନୀର IPO ଖୋଲିବାକୁ ଯାଉଛି। ଏଥିମଧ୍ୟରୁ ଗୋଟିଏ ମେନବୋର୍ଡ IPO, ବାକି...